ବନ୍ଦ କରନ୍ତୁ

ଡୁମୁରିପୁଟ

ନିର୍ଦ୍ଦେଶ

କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ | ଏଠାରେ ଥିବା ଶ୍ରୀରାମ ମନ୍ଦିର ସମ୍ମୁଖରେ ଆଣ୍ଠେଇବା ମୁଦ୍ରାରେ ଥିବା ଓଡିଶାର ସର୍ବୋଚ୍ଚ ହନୁମାନ ମୁର୍ତ୍ତି ମୁଖ୍ୟ ଆକର୍ଷଣ | ପ୍ରତିବର୍ଷ ଶ୍ରୀରାମ ନବମୀ ପାଳନ ଅବସରରେ ଏଠାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ | ଡୁମୁରିପୁଟ କୋରାପୁଟ ଠାରୁ ୧୨ କିମି ଦୁରରେ ଅବସ୍ଥିତ |

  • ଡୁମୁରିପୁଟ ମନ୍ଦିର
  • ଡୁମୁରିପୁଟ ହନୁମାନ ମନ୍ଦିର
  • ହନୁମାନ ମନ୍ଦିର ଡୁମୁରିପୁଟ
  • ଡୁମୁରିପୁଟ ମନ୍ଦିର
  • ଡୁମୁରିପୁଟ ହନୁମାନ ମନ୍ଦିର
  • ହନୁମାନ ମନ୍ଦିର ଡୁମୁରିପୁଟ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ଡୁମୁରିପୁଟ କୋରାପୁଟ ଠାରୁ ୧୨ କିମି ଦୁରରେ ଅବସ୍ଥିତ |