ବନ୍ଦ କରନ୍ତୁ

ସୁବାଇ

ସୁବାଇ ସୁନାବେଡା ଠାରୁ ୧୬ କିମି ଏବଂ କୋରାପୁଟ ଠାରୁ ୩୪ କିମି ଦୁରରେ କୋରାପୁଟ-ନନ୍ଦପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ପ୍ରାଚୀନ ଜୈନ ପୀଠ | ଐଠାରେ ଥିବା ଭଗ୍ନ ମନ୍ଦିରରେ ଏବେ ବି ଅନେକ ଜୈନ ତୀର୍ଥଙ୍କର ମାନଙ୍କର କଳା ମୁଗୁନି ପଥରରେ ନିର୍ମିତ ପ୍ରାଚୀନ ମୁର୍ତ୍ତି ରହିଛି |

  • ସୁବାଇ ଜୈନ ମନ୍ଦିର
  • ଜୈନ ମୂର୍ତ୍ତି ସୁବାଇ
  • ବୁଦ୍ଧ ମୂର୍ତ୍ତି ସୁବାଇ
  • ସୁବାଇ ଜୈନ ମନ୍ଦିର ପାର୍ଶ୍ବ ଚିତ୍ର
  • ସୁବାଇ ଜୈନ ମନ୍ଦିର ପଶ୍ଚାତ ଚିତ୍ର
  • ସୁବାଇ ର ମନ୍ଦିର ଗୁଡିକ
  • ସୁବାଇ ଜୈନ ମନ୍ଦିର
  • ଜୈନ ମୂର୍ତ୍ତି ସୁବାଇ
  • ବୁଦ୍ଧ ମୂର୍ତ୍ତି ସୁବାଇ
  • ସୁବାଇ ଜୈନ ମନ୍ଦିର ପାର୍ଶ୍ବ ଚିତ୍ର
  • ସୁବାଇ ଜୈନ ମନ୍ଦିର ପଶ୍ଚାତ ଚିତ୍ର
  • ମନ୍ଦିର_ସୁବାଇ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ସୁବାଇ ସୁନାବେଡା ଠାରୁ ୧୬ କିମି ଏବଂ କୋରାପୁଟ ଠାରୁ ୩୪ କିମି ଦୁରରେ କୋରାପୁଟ-ନନ୍ଦପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ପ୍ରାଚୀନ ଜୈନ ପୀଠ |