ବନ୍ଦ କରନ୍ତୁ

ରେସିଲ

ଲକ୍ଷ୍ମୀପୁର ଠାରୁ ୩ କିମି ଦୂରତାରେ ଏବଂ କୋରାପୁଟ ଠାରୁ ୬୦ କିମି ଦୁରତାରେ ଅବସ୍ଥିତ ଏହି ରେସିଲ ପର୍ଯ୍ୟଟନ ସ୍ଥଳ | ଏହା ଏକପଥର ବିଶିଷ୍ଟ ଏବଂ ଚିରସ୍ରୋତା ଝର ଯାହାକି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ | ଏହା ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ ଯାହାକି ପଦଯାତ୍ରା କରି ଭ୍ରମଣ କରିବାପାଇଁ ସୁଗମୟ | ପ୍ରତିବର୍ଷ ବହୁଳ ରଙ୍ଗିନ ସମାବେଶ ରେ ଅଁଳାନବମି ଏଠାରେ ପାଲିତ ହୋଇଥାଏ |

  • ରେସିଲ ଜଳପ୍ରପାତ
  • ରେସିଲ ଉପରୁ ଦୃଶ୍ୟ
  • ରେସିଲ ଜଳପ୍ରପାତ
  • ରେସିଲ ଉପରୁ  ଦୃଶ୍ୟ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ଲକ୍ଷ୍ମୀପୁର ଠାରୁ ୩ କିମି ଦୂରତାରେ ଏବଂ କୋରାପୁଟ ଠାରୁ ୬୦ କିମି ଦୁରତା ଅବସ୍ଥିତ ଏହି ରେସିଲ ସ୍ଥଳୀ |