ବନ୍ଦ କରନ୍ତୁ

ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମ

କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ |ଏହା ମାଛକୁଣ୍ଡ ନଦୀ କୁଳରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଅବସ୍ଥିତ ଏକ ସୁଦୃଶ୍ୟ ଗୁମ୍ଫା | ବାଲ୍ମୀକିଙ୍କ ପୁର୍ବଜ ଏହି ଆଶ୍ରମରେ ବାସ କରୁଥିବା କଥିତ | ପାହାଡ, ପର୍ବତ, ନଦୀ, ଝରଣାରେ ପରିପୁର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୁପେ ଜଣାଶୁଣା ଏହି ସ୍ଥାନଟି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ | ଅକ୍ଷୟ ତୃତୀୟା ଏହି ସ୍ଥାନର ମୁଖ୍ୟ ପର୍ବ ଭାବରେ ପାଳନ କରାଯାଏ |

  • ସୁବାଇ
  • ଆଦିବାସୀ ସଂଗ୍ରାଳୟ
  • ଶାବର ଶ୍ରୀକ୍ଷେତ୍ର
  • ମାଲିଗୁଡା
  • କୋଲାବ
  • କାଠି ନୃତ୍ୟ
  • ସୁବାଇ କୋରାପୁଟ
  • ଆଦିବାସୀ ସଂଗ୍ରାଳୟ କୋରାପୁଟ
  • ଶାବର ଶ୍ରୀକ୍ଷେତ୍ର କୋରାପୁଟ
  • ମାଲିଗୁଡା ଗୁମ୍ଫା
  • କୋଲାବ ଜଳଭଣ୍ଡାର
  • କାଠି ନୃତ୍ୟ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ