ବନ୍ଦ କରନ୍ତୁ

ବାଲଡା ଗୁମ୍ଫା

ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ସ୍ଥାନ | ଏହି ଗୁମ୍ଫାଟି ଯେଉଁ ପାହାଡ ଉଅପରେ ଅବସ୍ଥିତ, ତାହାର ଉପର ଭାଗ ଚଟାଣ ଏତେ ପ୍ରଶସ୍ତ ଯେ ସେଠାରେ ଏକକାଳୀନ ୫ଟି ଫୁଟବଲ୍ ମ୍ୟାଚ୍ ଖେଳାଯାଇପାରିବ | ଏହାର ଅନତି ଦୁରରେ ଥିବା ଜଲାପୁଟ ଜଳଭଣ୍ଡାରର ମନୋରମ ଦୃଶ୍ୟ ବେଶ୍ ଉପଭୋଗ୍ୟ | ଚୈତ୍ର ପର୍ବ ସମୟରେ ସ୍ଥାନୀୟ ଲୋକେ ଏହି ଗୁମ୍ଫାରେ ଡଙ୍ଗରଦେଇ ଦେବୀଙ୍କୁ ପୁଜା କରିଥାନ୍ତି | ପର୍ବତାରୋହି ଓ ପ୍ରକୃତିପ୍ରେମିମାନଙ୍କପାଇଁ ଏହି ସ୍ଥାନଟି ସର୍ବୋତ୍କୃଷ୍ଟ |

  • ସୁବାଇ
  • ଆଦିବାସୀ ସଂଗ୍ରାଳୟ
  • ଶାବର ଶ୍ରୀକ୍ଷେତ୍ର
  • ମାଲିଗୁଡା
  • କୋଲାବ
  • କାଠି ନୃତ୍ୟ
  • ସୁବାଇ କୋରାପୁଟ
  • ଆଦିବାସୀ ସଂଗ୍ରାଳୟ କୋରାପୁଟ
  • ଶାବର ଶ୍ରୀକ୍ଷେତ୍ର କୋରାପୁଟ
  • ମାଲିଗୁଡା ଗୁମ୍ଫା
  • କୋଲାବ ଜଳଭଣ୍ଡାର
  • କାଠି ନୃତ୍ୟ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ |