ବନ୍ଦ କରନ୍ତୁ

ପରବ, କୋରାପୁଟ

ପ୍ରତିବର୍ଷ ଜିଲ୍ଲା ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ଅଦିବାସୀ ଉତ୍ସବ ପରବ ନାମରେ ପରିଚିତ | ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ପାଇଛି | ମାସ ବ୍ୟାପି ପାଳିତ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର ଚାଳନା, କବି ସମ୍ମୀଳନି ଆଦି ଅନୁଷ୍ଠିତ ହୋଇଥାଏ | ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶଋ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନେ ଏହି ଉତ୍ସବରେ ଭାଗ ନେଇଥାନ୍ତି | ଜିଲ୍ଲା ସ୍ତରରେ ମୁଖ୍ୟ ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ପଲ୍ଲୀଶ୍ରୀ ମେଳା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ | ଏହି ଉତ୍ସବକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି |

  • ହସ୍ତଶିଳ୍ପ ମହୋତ୍ସବ
  • ସଂସୃତିକ କାର୍ଯ୍ୟକ୍ରମ
  • ସଂସୃତିକ ପ୍ରତିଯୋଗିତା
  • ପରବ ପବେଶ ଦ୍ବାର
  • ହସ୍ତଶିଳ୍ପ ମହୋତ୍ସବ
  • ସଂସୃତିକ କାର୍ଯ୍ୟକ୍ରମ
  • ସଂସୃତିକ ପ୍ରତିଯୋଗିତା
  • ପରବ ପବେଶ ଦ୍ବାର

କିଭଳି ପହଁଞ୍ଚିବେ:

ରେଳଗାଡ଼ିରେ

ରେଳ ଷ୍ଟେସନ ରୁ ୩ କିମି ଦୁରତା ରେ ଅବସ୍ଥିତ |

ସଡ଼କ ପଥରେ

ବସ ଷ୍ଟାଣ୍ଡ ରୁ ୨ କିମି ଦୁରତା ରେ ଅବସ୍ଥିତ |