ବନ୍ଦ କରନ୍ତୁ

ନନ୍ଦପୁର

ନିର୍ଦ୍ଦେଶ

ଜୟପୁର ରାଜ୍ୟର ପୁରାତନ ରାଜଧାନୀ ଭାବେ ପରିଚିତ ନନ୍ଦପୁର ବତ୍ରିଶ ସିଂହାସନ ପାଇଁ ବିଖ୍ୟାତ | ଏଠାରେ ୩୨ଟି ପାହାଚ କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ସୁରକ୍ଷିତ | ବତ୍ରିଶ ସିଂହାସନକୁ ନେଇ ଅନେକ କାହାଣୀ ଓ କିମ୍ବଦନ୍ତୀ ଏ ଅଞ୍ଚଳରେ ପ୍ରଚଳିତ | ଏତଦ୍ ବ୍ୟତୀତ ଏକ-ପଥର ନିର୍ମିତ ଲାଲ ରଙ୍ଗର ୬ ଫୁଟ ବିଶିଷ୍ଟ ସିଦ୍ଧ ଗଣେଶ ମୁର୍ତ୍ତି, ଭୈରବନାଥ ମନ୍ଦିର ଏବଂ ଆହୁରି ଅନେକ ପ୍ରାଚୀନ କଳାକୃତି ଏଠାରେ ବିଦ୍ୟମାନ | ରାଣୀ ଡୁଡୁମା ଜଳପ୍ରପାତ ଅନ୍ୟ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ | ନନ୍ଦପୁର କୋରାପୁଟ ଠାରୁ ୪୫ କିମି |

  • ମାଛକୁଣ୍ଡ ଡୁଡୁମା
  • ସିଂହାସନ ନନ୍ଦପୁର
  • ରାଣୀ ଡୁଡୁମା
  • ମାଛକୁଣ୍ଡ_ଡୁଡୁମା
  • ନନ୍ଦପୁର ସିଂହାସନ
  • ରାଣୀ ଡୁଡୁମା

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ନନ୍ଦପୁର କୋରାପୁଟ ଠାରୁ ୪୫ କିମି |