ଦେଓମାଳୀ
ନିର୍ଦ୍ଦେଶଓଡିଶାର ସର୍ବୋଚ୍ଚ ପର୍ବତଶୃଙ୍ଗ ଦେଓମାଳୀର ଉଚ୍ଚତା ୧୭୬୨ ମିଟର | ଏହା ପୁର୍ବଘାଟ ପର୍ବତମାଳାର କ୍ରୋଡରେ ଅବସ୍ଥିତ | ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ | ଦେଓମାଳୀ କୋରାପୁଟ ଠାରୁ ୬୦ କିମି ଦୁରରେ ଅବସ୍ଥିତ |
କିଭଳି ପହଁଞ୍ଚିବେ:
ସଡ଼କ ପଥରେ
ଦେଓମାଳୀ କୋରାପୁଟ ଠାରୁ ୬୦ କିମି ଦୁରରେ ଅବସ୍ଥିତ |