ବନ୍ଦ କରନ୍ତୁ

କଣ୍ଟାବାଉଁସୁଣୀ ଦାମନଯୋଡି

ନିର୍ଦ୍ଦେଶ

ଏସିଆ ମହାଦେଶର ବୃହତ୍ ଆଲୁମିନିୟମ୍ କମ୍ପାନୀ ଏଠାରେ ଅବସ୍ଥିତ | ଏହା ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଦେଓମାଳି ନିକଟରେ ଥିବା ପଞ୍ଚପଟମାଳି ପର୍ବତ ଉପତ୍ୟକାରେ ଗଢି ଉଠିଥିବା ଏକ ଶିଳ୍ପାଞ୍ଚଳ | ପଞ୍ଚପଟମାଳି ପର୍ବତରୁ ବକ୍ ସାଇଟ୍ ଉତ୍ତୋଳନ କରି ସେଥିରୁ ଆଲିମିନିୟମ୍ ସଂଗ୍ରହ କରାଯାଏ | ଏଠାରେ ୧୦୮.୯ ଫୁଟ (୩୩.୧ମିଟର) ବିଶିଷ୍ଟ ପୃଥିବୀର ଦ୍ୱିତୀୟ ସର୍ବୋଚ୍ଚ ହନୁମାନ ମୁର୍ତ୍ତି ରହିଛି | ଏହି ଶିଳ୍ପାଞ୍ଚଳଟି କୋରାପୁଟ ଠାରୁ ୩୬ କିମି ଦୁରରେ ଅବସ୍ଥିତ |

  • କଣ୍ଟାବାଉଁଶୁଣୀ
  • କଣ୍ଟାବାଉଁଶୁଣୀ ପ୍ରବେଶଦ୍ବାର
  • ହନୁମାନ ମୂର୍ତ୍ତି ଦାମନଯୋଡି
  • ନାଲକୋ ପ୍ରବେଶଦ୍ବାର
  • ମନ୍ଦିରପାର୍ଶ୍ବ ଚିତ୍ର
  • ଦାମନଯୋଡି ମନ୍ଦିର
  • କଣ୍ଟାବାଉଁଶୁଣୀ
  • କଣ୍ଟାବାଉଁଶୁଣୀ ମନ୍ଦିର ପ୍ରବେଶଦ୍ବାର
  • ହନୁମାନ ମୂର୍ତ୍ତି ଦାମନଯୋଡି
  • ନାଲକୋ  ପ୍ରବେଶଦ୍ବାର
  • ମନ୍ଦିର ପାର୍ଶ୍ବ ଚିତ୍ର
  • ଦାମନଯୋଡି ମନ୍ଦିର

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ଏହି ଶିଳ୍ପାଞ୍ଚଳଟି କୋରାପୁଟ ଠାରୁ ୩୬ କିମି ଦୁରରେ ଅବସ୍ଥିତ |