ଶାବର ଶ୍ରୀକ୍ଷେତ୍ର
ନିର୍ଦ୍ଦେଶକୋରାପୁଟ ସମୁଦ୍ର ପତ୍ତନ ଠାରୁ ୨୯୦୦ଫୁଟ ଉଚ୍ଚତାରେ ଥିବା ସବୁଜ ଅରଣ୍ୟାନୀ ପୁର୍ଣ ପର୍ବତ ଉପ୍ତ୍ୟକାରେ ଅବସ୍ଥିତ | ଏ ସହରର ପାରିପାର୍ଶ୍ୱିକ ଶୋଭା ଯେମିତି ଦର୍ଶକଙ୍କୁ ବିମୋହିତ କରେ ସେହିପରି ଏହାର ସ୍ୱାସ୍ଥ୍ୟକର ଜଳବାୟୁଅ ଏହାକୁ ଏକ ଆକର୍ଷଣୀୟ ସ୍ୱାସ୍ଥ୍ୟ ନିବାସରେ କରିପାରିଛି | ଏଠାରେ ପ୍ରକୃତି ଅନେକ କଥା କହେ, ଯାହାକୁ ଅନୁଭବ କରି ପ୍ରକୃତି ପ୍ରେମୀ ମାନେ ଅଶେଷ ଆନନ୍ଦ ଉପଭୋଗ କରିଥାନ୍ତି | ଏହାର ପ୍ରତିଟି ନିଶ୍ୱାସରେ ସ୍ୱର୍ଗୀୟ ଶୋଭାରାଶି ପୃଥିବୀ ପୃଷ୍ଠକୁ ଓହ୍ଲେଇଆସିବା ପରି ଅନୁଭୂତ ହୁଏ | ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର ଏହି ସ୍ଥାନର ମହତ୍ୱକୁ ପ୍ରଚାର ପ୍ରସାର କରିବାରେ ଏକ ଗୁରୁତ୍ୱପୁର୍ଣ ଭୂମିକା ନେଇଛି | ଏଥାରେ ଥିବା ଆଦିବାସୀ ସଂଗ୍ରହାଳୟରେ ଏ ଅଞ୍ଚଳର ଆଦିବାସୀମାନଙ୍କ ଅନନ୍ୟ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ |
କିଭଳି ପହଁଞ୍ଚିବେ:
ସଡ଼କ ପଥରେ
ବସ୍ ଷ୍ଟାଣ୍ଡ୍ ରୁ ୫୦୦ ମି