ବନ୍ଦ କରନ୍ତୁ

ଏହି ଜଳପ୍ରପାତ ପୁରାଣପ୍ରସିଦ୍ଧ ମତ୍ସ୍ୟତୀର୍ଥ ଭାବେ ପରିଚିତ | ମାଛକୁଣ୍ଡ ନଦୀର ଜଳ ୧୭୫ ମିଟର ଉଚ୍ଚତାରେ ଥିବା ଏକ ପାହାଡର ବକ୍ଷଦେଶରୁ ନିମ୍ନକୁ ଲମ୍ପ ପ୍ରଦାନ କରି ଏକ ସୁନ୍ଦର ତଥା ଲୋଭନୀୟ ଜଳପ୍ରପାତ ସୃଷ୍ଟି କରିଛି | ଏହି ଦୃଶ୍ୟକୁ ଦର୍ଶକ କେବେ ବି ଭୁଲିପାରିବେନି |

  • ବିଦ୍ୟୁତ ପ୍ରକଳ୍ପ ପଶ୍ଚାତ ରେ
  • ଶକ୍ତି ପ୍ରକଳ୍ପ ଯନ୍ତ୍ର
  • ବିଦ୍ୟୁତ ପ୍ରକଳ୍ପ ଉତ୍ପାଦକ
  • ବିଦ୍ୟୁତ ପ୍ରକଳ୍ପ ଉପରୁ ଦୃଶ୍ୟ
  • ଜଳପ୍ରପାତ ମାଛକୁଣ୍ଡ
  • ବିଦ୍ୟୁତ ପ୍ରକଳ୍ପ ପଶ୍ଚାତ ରେ
  • ଶକ୍ତି ପ୍ରକଳ୍ପ ଯନ୍ତ୍ର
  • ବିଦ୍ୟୁତ ପ୍ରକଳ୍ପ ଉତ୍ପାଦକ
  • ବିଦ୍ୟୁତ ପ୍ରକଳ୍ପ ଉପରୁ ଦୃଶ୍ୟ
  • ଜଳପ୍ରପାତ ମାଛକୁଣ୍ଡ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

କୋରାପୁଟ ସହର ରୁ ୬୭.୮ କି.ମି ଦୁରତାରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ |