ବନ୍ଦ କରନ୍ତୁ

ଇତିହାସ ପ୍ରସିଦ୍ଧ ରାଜ ପରିବାରଙ୍କ ବାସସ୍ଥଳ ଓ ରାଜଧାନୀ ଜୟପୁର ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ସୁଦୃଶ୍ୟ ନଗର ଓ ବ୍ୟବସାୟ କେନ୍ଦ୍ର | ଏଠାରେ ଅଛି ମହାରାଜାଙ୍କ ଦ୍ୱାରା ନିର୍ମିତ ଗଡ ଓ ରାଜମହଲ | ରାଜପ୍ରାସାଦ ଏକ ସୁଉଚ୍ଚ ପ୍ରାଚୀର ପର୍ବେଷ୍ଟିତ ହୋଇ ଏକ ସୁନ୍ଦର ଫାଟକ ଦ୍ୱାରା ଆବଦ୍ଧ ହୋଇ ରହିଛି | ସହର ପୂର୍ବପାଖରେ ଜଗନ୍ନାଥ ସାଗର ନାମକ ଏକ ବିରାଟ ପୁଷ୍କରିଣୀ ରହିଛି | ଜୟପୁର କୋରାପୁଟ ଠାରୁ ୨୨ କିମି |

  • ଜଗନ୍ନାଥ ସାଗର ଜୟପୁର
  • ବିକ୍ରମଦେବ ମୂର୍ତ୍ତି
  • ଶିବ ମନ୍ଦିର
  • ଜଗନ୍ନାଥ ମନ୍ଦିର ଜୟପୁର
  • ରାଜମହଲ ଜୟପୁର
  • ସୁର୍ଯ୍ୟ ମହଲ ଜୟପୁର
  • ଜଗନ୍ନାଥ ସାଗର ଜୟପୁର
  • ବିକ୍ରମଦେବ ମୂର୍ତ୍ତି
  • ଶିବ ମନ୍ଦିର
  • ଜଗନ୍ନାଥ ମନ୍ଦିର ଜୟପୁର
  • ରାଜମହଲ ଜୟପୁର
  • ସୁର୍ଯ୍ୟ ମହଲ ଜୟପୁର

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ଜୟପୁର ରାଜନଅର କୋରାପୁଟ ଠାରୁ ୨୨ କିମି |