ବନ୍ଦ କରନ୍ତୁ

କୋଲାବ ନଦୀ ଉପରେ ନିର୍ମିତ ଏକ ଜଳଭଣ୍ଡାର | ଏହାର ଆୟତନ ୬୮.୨ ବର୍ଗ କିମି | ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ | ଏହାର ଦୂରତା କୋରାପୁଟ ଠାରୁ ୭୭ କିମି |

  • ସୁର୍ଯ୍ୟ ଉଦୟ ଜଲାପୁଟ
  • ଜଲାପୁଟ ପଡିଆ
  • ଜଲାପୁଟ ଜଳାଶୟ
  • ସୁର୍ଯ୍ୟ ଉଦୟ ଜଲାପୁଟ
  • ଜଲାପୁଟ ପଡିଆ
  • ଜଲାପୁଟ ଜଳଧାରା

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ଜଲାପୁଟ ର ଦୂରତା କୋରାପୁଟ ଠାରୁ ୭୭ କିମି |