ଗୁଲମି
ଏହା କୋରାପୁଟ ଠାରୁ ୧୦୦ କି. ମି. ଦୁରରେ ଏବଂ ଓଡ଼ିଶା ସୀମାନ୍ତରେ ଥିବା ଚାନ୍ଦିଲି ଠାରୁ ୨୫ କି. ମି. ଦୁରରେ ଅବସ୍ଥିତ ଏହା ଏକ ଦର୍ଶନୀୟ ସ୍ଥାନ | ଏଠାରେ କୋଲାବ ନଦୀ ତାର ଗତିର ତିବ୍ରତା ଓ ଘୁର୍ଣ୍ଣନ ଯୋଗୁଁ ଏକ ଜଳ କୁଣ୍ଡ ତିଆରି କରିଛି | ଏହାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ କୋରାପୁଟ ଜିଲ୍ଲା ତଥା ସୀମାନ୍ତ ଛତ୍ତିଶଗଡ, ଆନ୍ଧ୍ର ପ୍ରଦେଶ ତଥା ଅନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି |
କିଭଳି ପହଁଞ୍ଚିବେ:
ସଡ଼କ ପଥରେ
ଏହା କୋରାପୁଟ ଠାରୁ ୧୦୦ କି. ମି. ଦୁରରେ ଏବଂ ଓଡ଼ିଶା ସୀମାନ୍ତରେ ଥିବା ଚାନ୍ଦିଲି ଠାରୁ ୨୫ କି. ମି. ଦୁରରେ ଅବସ୍ଥିତ ଏକ ଦର୍ଶନୀୟ ସ୍ଥାନ |