ବନ୍ଦ କରନ୍ତୁ

ଏଠାରେ ସମୁଦ୍ର ପତନ ଠାରୁ ୩୦୦୦ ଫୁଟ ଉଚ୍ଚରେ କୋଲାବ ଜଳଭଣ୍ଡାର ନିର୍ମାଣ କରାଯାଇ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି | ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଶେଷ ମନୋହର | ଛୁଟିଦିନ ଗୁଡିକରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥାଏ | ବଣଭୋଜି ସହିତ ଜଳଭଣ୍ଡାରରେ ନୌକାବିହାର ଏକ ପ୍ରମୁଖ ଆକର୍ଷଣ | ଜଳଭଣ୍ଡାରର ନିମ୍ନ ପ୍ରଦେଶରେ ୨ କିମି ଦୁରରେ ବାଗ୍ରା ଜଳପ୍ରପାତ ଅବସ୍ଥିତ | କୋଲାବ କୋରାପୁଟ ଠାରୁ ୨୦ କିମି |

  • କୋଲାବ ଶକ୍ତି ପ୍ରକଳ୍ପ
  • କୋଲାବ ନଦୀ ବନ୍ଧ
  • କୋଲାବ ପ୍ରମୋଦ ଉଦ୍ୟାନ
  • ବନ୍ଧ ପାର୍ଶ୍ବ ପ୍ରମୋଦ ଉଦ୍ୟାନ
  • କୋଲାବ ବନ୍ଧ
  • କୋଲାବ ଶକ୍ତି ପ୍ରକଳ୍ପ
  • କୋଲାବ ନଦୀ ବନ୍ଧ
  • କୋଲାବ ପ୍ରମୋଦ ଉଦ୍ୟାନ
  • ବନ୍ଧ ପାର୍ଶ୍ବ ପ୍ରମୋଦ ଉଦ୍ୟାନ
  • କୋଲାବ ବନ୍ଧ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

କୋଲାବ କୋରାପୁଟ ଠାରୁ ୨୦ କିମି |