ବନ୍ଦ କରନ୍ତୁ

ଆଦିବାସୀ ସଂଗ୍ରହାଳୟ, କୋରାପୁଟ

ନିର୍ଦ୍ଦେଶ

ଏହି ସଂଗ୍ରହାଳୟଟି ଜଗନ୍ନାଥ ମନ୍ଦିରର ପଛପାଖରେ ଅବସ୍ଥିତ | ଏଥିରେ ସଂଗୃହିତ ହୋଇ ରହିଛି – ଏ ଅଞ୍ଚଳରେ ମିଳୁଥିବା ନାନାବିଧ ଖଣିଜ ପଥର, ଆଦିବାସୀମାନଙ୍କ ବ୍ୟବହୃତ ଅଳଙ୍କାର, ହାତବୁଣା ବସ୍ତ୍ର, ପାରମ୍ପରିକ ବାଦ୍ୟଯନ୍ତ୍ର, ସେମାନଙ୍କ ଘରକରଣା ଦ୍ରବ୍ୟ, କୃଷି ଉପକରଣ, ଶିକାର ପାଇଁ ବ୍ୟବହୃତ ହତିଆର ଆଦି | ଏଗୁଡିକୁ ଏଠାରେ ସୁନ୍ଦର ଭାବେ ସୂଚନା ଫଳକ ସହ ସଜାଇ ରଖାଯାଇଛି | ଏଥିରୁ ପର୍ଯ୍ୟଟକମାନେ ଏ ଅଞ୍ଚଳର ଆଦିବାସୀମାନଙ୍କ ସଂସ୍କୃତି ସମ୍ପର୍କୀତ ଅନେକ ବିଷୟ ଜାଣିବାର ସୁଯୋଗ ରହିଛି |

  • ସୁବାଇ
  • ଆଦିବାସୀ ସଂଗ୍ରାଳୟ
  • ଶାବର ଶ୍ରୀକ୍ଷେତ୍ର
  • ମାଲିଗୁଡା
  • କୋଲାବ
  • କାଠି ନୃତ୍ୟ
  • ସୁବାଇ କୋରାପୁଟ
  • ଆଦିବାସୀ ସଂଗ୍ରାଳୟ କୋରାପୁଟ
  • ଶାବର ଶ୍ରୀକ୍ଷେତ୍ର କୋରାପୁଟ
  • ମାଲିଗୁଡା ଗୁମ୍ଫା
  • କୋଲାବ ଜଳଭଣ୍ଡାର
  • କାଠି ନୃତ୍ୟ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

କୋରାପୁଟ ବସ୍ ଷ୍ଟାଣ୍ଡ୍ ରୁ ୧ କି.ମି ଦୁରତା ରେ ଅବସ୍ଥିତ |