ବନ୍ଦ କରନ୍ତୁ

ଅନକାଡେଲି

ନିର୍ଦ୍ଦେଶ

ଡୁଡୁମା ଜଳପ୍ରପାତ ଠାରୁ ୩ କିମି ଦୁରରେ ଅବସ୍ଥିତ ଏକ ଛୋଟ ଗ୍ରାମ | ଏଠାରେ ପ୍ରତି ଗୁରୁବାରଦିନ ହେଉଥିବା ସାପ୍ତାହିକ ହାଟକୁ ଆଦିମ ଜନଜାତି ସମ୍ପ୍ରଦାୟର ବଣ୍ଡା ଆଦିବାସୀମାନେ ଆସିଥାନ୍ତି | ସେମାନେ ନିଜ ଅଞ୍ଚଳର ବନଜାତ ଦ୍ରବ୍ୟ ଓ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଅଳଙ୍କାର ଏହି ହାଟରେ ବିକ୍ରୟ କରି ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ କରିଥାନ୍ତି | ଏମାନଙ୍କୁ ଦେଖିବା ପାଇଁ ତଥା ସେମାନଙ୍କଦ୍ୱାରା ପ୍ରସ୍ତୁତ ସାମଗ୍ରି ଓ ସଂଗୃହିତ ବନଜାତ ଦ୍ରବ୍ୟ କ୍ରୟ କରିବା ପାଇଁ ଏହି ହାଟକୁ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି |

  • ସୁବାଇ
  • ଆଦିବାସୀ ସଂଗ୍ରାଳୟ
  • ଶାବର ଶ୍ରୀକ୍ଷେତ୍ର
  • ମାଲିଗୁଡା
  • କୋଲାବ
  • କାଠି ନୃତ୍ୟ
  • ସୁବାଇ କୋରାପୁଟ
  • ଆଦିବାସୀ ସଂଗ୍ରାଳୟ କୋରାପୁଟ
  • ଶାବର ଶ୍ରୀକ୍ଷେତ୍ର କୋରାପୁଟ
  • ମାଲିଗୁଡା ଗୁମ୍ଫା
  • କୋଲାବ ଜଳଭଣ୍ଡାର
  • କାଠି ନୃତ୍ୟ

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ଡୁଡୁମା ଜଳ ପ୍ରପାତ ରୁ ୩ କି.ମି ଦୁରତା ରେ ଏହି ସ୍ଥଳୀ ଅବସ୍ଥିତ | କୋରାପୁଟ ରୁ ୭୦ କି.ମି ଦୁରତା ରେ ଅବସ୍ଥିତ