ବନ୍ଦ କରନ୍ତୁ

ନିଯୁକ୍ତି

ନିଯୁକ୍ତି
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଅଦର୍ଶ ବିଦ୍ୟାଳୟ, କୋରାପୁଟ ଛାତ୍ରୀବାସ ନିମନ୍ତେ ବିଭିନ୍ନ ପଦବୀ ଗୁଡିକର ଘୋଷଣା ନାମା |

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ
କୋରାପୁଟ

22/11/2019 10/12/2019 ଦେଖନ୍ତୁ (3 MB)
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉପବିଭାଗ,ଜିଲ୍ଲାକାର୍ଯ୍ୟାଳୟ କୋରାପୁଟ ତରଫରୁ ଚୁକ୍ତିଭିତିକ ମହିଳା ଅଧିକ୍ଷୀକା ଓ କନିଷ୍ଠ ମହିଳା ଅଧିକ୍ଷୀକା ନିମନ୍ତେ ବିଜ୍ଞାପନ ସୂଚନା ପ୍ରକାଶିତ କରାଗଲା |

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉପବିଭାଗ
ଜିଲ୍ଲାକାର୍ଯ୍ୟାଳୟ
କୋରାପୁଟ

22/10/2019 06/11/2019 ଦେଖନ୍ତୁ (2 MB)
ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ, କୋରାପୁଟ ତରଫରୁ ଭାରତୀୟ ବାୟୁ ସେନା ରାଲି ନିମନ୍ତେ ବିଜ୍ଞାପନ |

ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ
କୋରାପୁଟ

01/10/2019 19/10/2019 ଦେଖନ୍ତୁ (245 KB)
ଜିଲ୍ଲା ସ୍ବାସ୍ଥ୍ୟ ସମିତି, କୋରାପୁଟ (ଏନ୍ ଏଚ୍ ଏମ୍ ) ତରଫରୁ ବିଭିନ୍ନ ପଦବୀ ନିମନ୍ତେ ବିଜ୍ଞାପନ |

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ
କୋରାପୁଟ

17/09/2019 09/10/2019 ଦେଖନ୍ତୁ (9 MB)
ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟ ତରଫରୁ ବିଜ୍ଞାପନ ପ୍ରକାଶ କରାଗଲା |

ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା
କୋରାପୁଟ

13/08/2019 13/09/2019 ଦେଖନ୍ତୁ (786 KB)
2 ଅଗଷ୍ଟ ରେ ବିକ୍ରମଦେବ ବିଦ୍ୟାଳୟ,ଜୟପୁର ଠାରେ ଟେକ ମହିନ୍ଦ୍ରା ତରଫରୁ ନିଯୁକ୍ତି ମେଳା |

ଜିଲ୍ଲା ନିୟୋଜନ ଅଧିକାରୀ, କୋରାପୁଟ |

26/07/2019 02/08/2019 ଦେଖନ୍ତୁ (3 MB)
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, କୋରାପୁଟ ତରଫରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସ ଗୁଡିକରେ ଖାଲିଥିବା ପଦବୀ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଉଛି |

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ
କୋରାପୁଟ

22/06/2019 05/07/2019 ଦେଖନ୍ତୁ (2 MB)
ସମଗ୍ର ଶିକ୍ଷା ଅଭିୟାନ, କୋରାପୁଟ ତରଫରୁ ସି ଆର ସି ସି ନିମନ୍ତେ ବିଜ୍ଞାପନ |

ସମଗ୍ର ଶିକ୍ଷା ଅଭିୟାନ
କୋରାପୁଟ

17/04/2019 22/04/2019 ଦେଖନ୍ତୁ (281 KB)
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଉପ-ବିଭାଗ ଜିଲାପାଳଙ୍କ କାର୍ଯ୍ୟାଳୟ,କୋରାପୁଟ ତରଫରୁ ଏକଲବ୍ୟ ମୋଡେଲ ବିଦ୍ୟାଳୟ ପାଇଁ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞାପନ |

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଉପ-ବିଭାଗ
ଜିଲାପାଳଙ୍କ କାର୍ଯ୍ୟାଳୟ,କୋରାପୁଟ

01/03/2019 20/03/2019 ଦେଖନ୍ତୁ (1 MB)
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଉପ-ବିଭାଗ ଜିଲାପାଳଙ୍କ କାର୍ଯ୍ୟାଳୟ,କୋରାପୁଟ ତରଫରୁ ଏକଲବ୍ୟ ମୋଡେଲ ବିଦ୍ୟାଳୟ ପାଇଁ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞାପନ |

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଉପ-ବିଭାଗ
ଜିଲାପାଳଙ୍କ କାର୍ଯ୍ୟାଳୟ,କୋରାପୁଟ

02/03/2019 20/03/2019 ଦେଖନ୍ତୁ (1 MB)