ବନ୍ଦ କରନ୍ତୁ

ଘୋଷଣାମାନ

ଘୋଷଣାମାନ
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଲକ୍ଷ୍ମୀପୁର (ସୂଚନା) |

ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଲକ୍ଷ୍ମୀପୁର ତରଫରୁ (ଚିଠା ସଂଖ୍ୟା: 2211) ଲକ୍ଷ୍ମୀପୁର ତହସିଲ ଉସ୍କାଭଟ୍ଟା ଗ୍ରାମର ରେଳ ଜମି ଅଧିଗ୍ରହଣ ନିମନ୍ତେ ସାର୍ବଜନୀନ ସୂଚନା ପ୍ରସ୍ତାବିତ କରାଗଲା |

20/10/2023 19/01/2024 ଦେଖନ୍ତୁ (722 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ, କୋରାପୁଟ (ଫଳାଫଳ) |

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ,କୋରାପୁଟ ତରଫରୁ (ଚିଠା ସଂଖ୍ୟା: 427) ବିଭିନ୍ନ ପଦବୀରେ ଚୟନିତ ପ୍ରାଥୀଙ୍କ ଫଳାଫଳ ପ୍ରକାଶିତ କରାଗଲା |

03/01/2024 18/01/2024 ଦେଖନ୍ତୁ (69 KB) 527 (69 KB)
ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ, କୋରାପୁଟ (ପରାମର୍ଶ ଶିବିର ) |

ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ, କୋରାପୁଟ ତରଫରୁ ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ ପରାମର୍ଶ ଶିବିର ପ୍ରସ୍ତାବିତ କରାଗଲା |

01/01/2024 11/01/2024 ଦେଖନ୍ତୁ (681 KB)
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ (ବାର୍ଷିକ ଅଭିଯୋଗ ତାଲିକା) |

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ ତରଫରୁ ବାର୍ଷିକ ଅଭିଯୋଗ ବିବରଣୀ ତାଲିକା ପ୍ରଦାନ କରାଗଲା |

13/02/2023 31/12/2023 ଦେଖନ୍ତୁ (2 MB)
ଜିଲ୍ଲାପାଳଙ୍କ ବିଚାରାଳୟ, କୋରାପୁଟ ତରଫରୁ ଡିସେମ୍ବର 7 ତାରିଖ 2023 ନିମନ୍ତେ ତାଲିକା ପ୍ରକାଶିତ କରାଗଲା |

ଜିଲ୍ଲାପାଳଙ୍କ ବିଚାରାଳୟ, କୋରାପୁଟ ତରଫରୁ ଡିସେମ୍ବର 7 ତାରିଖ 2023 ନିମନ୍ତେ ତାଲିକା ପ୍ରକାଶିତ କରାଗଲା |

05/12/2023 31/12/2023 ଦେଖନ୍ତୁ (187 KB)
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ (ବିଚାରାଳୟ ସୂଚନା, ନଭେମ୍ବର 30 ତାରିଖ 2023) |

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ ତରଫରୁ ଜିଲ୍ଲାପାଳଙ୍କ ବିଚାରାଳୟ (ନଭେମ୍ବର 30 ତାରିଖ 2023) ସୂଚନାର ତାଲିକା ପ୍ରକାଶିତ କରାଗଲା |

28/11/2023 27/12/2023 ଦେଖନ୍ତୁ (24 KB)
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ (ବିଚାରାଳୟ ସୂଚନା, ନଭେମ୍ବର 23 ତାରିଖ 2023) |

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ ତରଫରୁ ଜିଲ୍ଲାପାଳଙ୍କ ବିଚାରାଳୟ (ନଭେମ୍ବର 23 ତାରିଖ 2023) ସୂଚନାର ତାଲିକା ପ୍ରକାଶିତ କରାଗଲା |

21/11/2023 20/12/2023 ଦେଖନ୍ତୁ (18 KB)
ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଜୟପୁର, କୋରାପୁଟ (ସୂଚନା, ଚିଠା ସଂଖ୍ୟା: 703) .

ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଜୟପୁର, କୋରାପୁଟ ତରଫରୁ (ଚିଠା ସଂଖ୍ୟା: 359) ବୋରିଗୁମ୍ମା ତହସିଲ ବୋରିଗୁମ୍ମା ଗ୍ରାମର ରେଳ ଜମି ଅଧିଗ୍ରହଣ ନିମନ୍ତେ ସାର୍ବଜନୀନ ସୂଚନା ପ୍ରସ୍ତାବିତ କରାଗଲା |

15/09/2023 14/12/2023 ଦେଖନ୍ତୁ (6 MB)
ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଜୟପୁର, କୋରାପୁଟ (ସୂଚନା, ଚିଠା ସଂଖ୍ୟା: 705) .

ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଜୟପୁର, କୋରାପୁଟ ତରଫରୁ (ଚିଠା ସଂଖ୍ୟା: 705) ଜୟପୁର ତହସିଲ ଜୟନ୍ତଗିରି ଗ୍ରାମର ରେଳ ଜମି ଅଧିଗ୍ରହଣ ନିମନ୍ତେ ସାର୍ବଜନୀନ ସୂଚନା ପ୍ରସ୍ତାବିତ କରାଗଲା |

15/09/2023 14/12/2023 ଦେଖନ୍ତୁ (2 MB)
ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଜୟପୁର, କୋରାପୁଟ (ସୂଚନା, ଚିଠା ସଂଖ୍ୟା: 707) .

ଭୂମି ଅଧିଗ୍ରହଣ କାର୍ଯ୍ୟାଳୟ, ଜୟପୁର, କୋରାପୁଟ ତରଫରୁ (ଚିଠା ସଂଖ୍ୟା: 707) ବୋରିଗୁମ୍ମା ତହସିଲ କୁନ୍ଦ୍ରାଗୁଡା ଗ୍ରାମର ରେଳ ଜମି ଅଧିଗ୍ରହଣ ନିମନ୍ତେ ସାର୍ବଜନୀନ ସୂଚନା ପ୍ରସ୍ତାବିତ କରାଗଲା |

 

15/09/2023 14/12/2023 ଦେଖନ୍ତୁ (5 MB)