ବନ୍ଦ କରନ୍ତୁ

ଘୋଷଣାମାନ

ଘୋଷଣାମାନ
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ନିର୍ବାଚନ ବିଭାଗ,ଜିଲ୍ଳାକାର୍ଯ୍ୟଳୟ କୋରାପୁଟ ତରଫରୁ ଚୟନ ଦ୍ୱାରା କୋମ୍ପୁଟର ଫାର୍ମ ପ୍ରସ୍ତୁତ ମାଧ୍ୟମରେ ନାମକରଣ ଛାପା ଏବଂ ଫୋଟୋ ଚିନ୍ନଟ ପ୍ରକ୍ରିୟା ନିମନ୍ତେ ସୂଚନା ପ୍ରକାଶିତ କରାଗଲା |

ନିର୍ବାଚନ ବିଭାଗ,ଜିଲ୍ଳାକାର୍ଯ୍ୟଳୟ କୋରାପୁଟ |

23/09/2021 31/10/2021 ଦେଖନ୍ତୁ (241 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ,କୋରାପୁଟ ତରଫରୁ ବିଜ୍ଞାପନ |

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ
କୋରାପୁଟ

11/10/2021 31/10/2021 ଦେଖନ୍ତୁ (210 KB) Compliance regarding constitution of Committee (423 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ,କୋରାପୁଟ ତରଫରୁ ଏନ.ହେଚ.ଏମ ମାଧ୍ୟମରେ ବି.ଏମ.ସି , ଏନ.ଆର.ସି କାଉନସେଲର , ଦୃଷ୍ଟିହୀନ ବିଭାଗ -ଦି.ଇ.ଆଇ.ସି ବିଭିନ୍ନ ପଦବୀରେ ଚୟନିତ ହୋଇଥିବା ପ୍ରାଥୀଙ୍କ ତାଲିକା ପ୍ରକାଶିତ କରାଗଲା |

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ,କୋରାପୁଟ |

16/10/2021 27/10/2021 ଦେଖନ୍ତୁ (541 KB)
ଜିଲ୍ଲା ଅବକାରୀ କାର୍ଯ୍ୟାଳୟ,କୋରାପୁଟ ତରଫରୁ ଗୌଡଗୁଡା,କାକିରିଗୁମ୍ମାରେ ( ଆପତ୍ତି ଭିତିକ ) ସାର୍ବଜନୀନ ସୂଚନା ପ୍ରସ୍ତାବିତ କରାଗଲା |

ଜିଲ୍ଲା ଅବକାରୀ କାର୍ଯ୍ୟାଳୟ,କୋରାପୁଟ |

22/09/2021 03/10/2021 ଦେଖନ୍ତୁ (185 KB)
ଜିଲ୍ଲା ଅବକାରୀ କାର୍ଯ୍ୟାଳୟ,କୋରାପୁଟ ତରଫରୁ ( ଆପତ୍ତି ଭିତିକ ) ସାର୍ବଜନୀନ ସୂଚନା ପ୍ରସ୍ତାବିତ କରାଗଲା |

ଜିଲ୍ଲା ଅବକାରୀ କାର୍ଯ୍ୟାଳୟ,କୋରାପୁଟ |

20/09/2021 01/10/2021 ଦେଖନ୍ତୁ (265 KB)
ଜିଲ୍ଲା ଜରୁରୀ ଉପବିଭାଗ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୋରାପୁଟ ତରଫରୁ ବିଜ୍ଞାପନ ସୂଚନା ( କ୍ରମିକ ସଂଖ୍ୟା 2595 ) ପ୍ରକାଶିତ କରାଗଲା |

ଜିଲ୍ଲା ଜରୁରୀ ଉପବିଭାଗ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
କୋରାପୁଟ

27/07/2021 30/09/2021 ଦେଖନ୍ତୁ (388 KB)
ଜିଲ୍ଲା ଅବକାରୀ କାର୍ଯ୍ୟାଳୟ,କୋରାପୁଟ ତରଫରୁ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ଦୋକାନୀ ମାନଙ୍କର ଚୟନିତ ପ୍ରକ୍ରିୟା ପ୍ରକାଶିତ କରାଗଲା |

ଜିଲ୍ଲା ଅବକାରୀ କାର୍ଯ୍ୟାଳୟ,କୋରାପୁଟ |

23/08/2021 22/09/2021 ଦେଖନ୍ତୁ (190 KB)
ଜିଲ୍ଲା ବନଖଣ୍ଡ ଅଧିକାରୀ,କୋରାପୁଟ ତରଫରୁ ତରଫରୁ ସିଭିଲ ନିର୍ମାଣ କାର୍ଯ୍ୟ 2021-22 ନିମନ୍ତେ ଠିକା ପ୍ରସ୍ତାବର କ୍ରମିକ ସଂଖ୍ୟା 3814/2021-22, ତାରିଖ 30.07.2021 ରେ ଆହ୍ୱାନ କରାଯାଇଥିବା ଫଳାଫଳ ପ୍ପ୍ରାସ୍ତାବିତ କରାଗଲା କରାଗଲା |

ଜିଲ୍ଲା ବନଖଣ୍ଡ ଅଧିକାରୀ,କୋରାପୁଟ |

23/08/2021 22/09/2021 ଦେଖନ୍ତୁ (1 MB)
ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ,କୋରାପୁଟ ତରଫରୁ ବିଜ୍ଞାପନ ସୂଚନା ପ୍ରକାଶିତ କରାଗଲା |

ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ,କୋରାପୁଟ |

16/09/2021 22/09/2021 ଦେଖନ୍ତୁ (526 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ,କୋରାପୁଟ ତରଫରୁ ବିପିଏମ – ଏନ.ଏଚ.ଏମ ,ସାମାଜିକ କର୍ମଚାରୀ-ଡି.ଇ.ଆଇ.ସି ଏବଂ ଏନ.ଏଚ.ଏମ ମାଧ୍ୟମରେ ଆର.କେ.ଏସ.କେ ଯୋଜନା ତରଫରୁ ଆୟୁଷ ଡ଼କ୍ଟର ରେ ଚୟନିତ ହୋଇଥିବା ପ୍ରାଥୀଙ୍କ ତାଲିକା ପ୍ରକାଶିତ କରାଗଲା |

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଗଣସ୍ବାସ୍ଥ୍ୟ ଅଧିକାରୀ,କୋରାପୁଟ |

01/09/2021 09/09/2021 ଦେଖନ୍ତୁ (472 KB) Selected candidate for Social Worker-DEIC (462 KB) Selected candidate for AYUSH Doctors-RBSK (536 KB)