ବନ୍ଦ କରନ୍ତୁ

ହସ୍ତଶିଳ୍ପ ଓ ହସ୍ତତନ୍ତ

ପୁରାତନ ପରମ୍ପରା ଅନୁସାରେ କୋରାପୁଟର ଲୋକମାନେ ଅନେକ ହାତ ତିଆରି ଦ୍ରବ୍ୟ ପ୍ରସ୍ତୁତ କରିବାରେ ନିଜର ଦକ୍ଷତା ପାଇଁ ସାରା ବିଶ୍ୱରେ ପ୍ରଶଂସିତ ଓ ସମ୍ମାନିତ | ଏମିତି ଅନେକ ହସ୍ତଶିଳ୍ପ ଅଛି, ଯାହା କୋରାପୁଟ ଅଧିବାସୀମାନଙ୍କ ଜୀବନ ଜୀବିକା ପାଲଟି ଯିବା ସହ ସେମାନଙ୍କ ସଂସ୍କୃତିର ଅଂଶ ବିଶେଷରେ ପରିଣତ ହୋଇସାରିଛି | ସେଗୁଡିକ ମଧ୍ୟରୁ କାଠକାମ, ପଥରଖୋଦେଇ, ମିରିଗାନ୍ ବସ୍ତ୍ର ପ୍ରସ୍ତୁତି, ଖେଳନା କଣ୍ଢେଇ ପ୍ରସ୍ତୁତି, ମୁଖା ପ୍ରସ୍ତୁତି ଇତ୍ୟାଦି |

ବାଉନ୍ସକାମ

ବାଉନ୍ସ କାମ

ପଥରଖୋଦେଇ

ପଥର ଖୋଦେଇ

ମିରିଗାନ୍ବସ୍ତ୍ର

ମିରିଗାନ୍ ବସ୍ତ୍ର