ସୁବିଧା ସୁଯୋଗ
ଉପଲବ୍ଧ ଅନ୍ୟାନ୍ୟ ସୁବିଧା ସୁଯୋଗ
- ବର୍ହି ବିଭାଗ
- ଅନ୍ତଃ ବିଭାଗ
- ରକ୍ତ ଭଣ୍ଡାର
- ଅତ୍ସୋପଚାର ଗୃହ
- ଆଞ୍ଚଳିକ ରୋଗ ନିରୂପଣ କେନ୍ଦ୍ର
- ପ୍ରସବୋତ୍ତର କେନ୍ଦ୍ର
- ଜିଲ୍ଲା ଚକ୍ଷୁ ଚିକିତ୍ସାଳୟ
- ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କେନ୍ଦର୍
- ଜରା ରୋଗୀ ପାଇଁ କେନ୍ଦ୍ର
- ବିକଳାଙ୍କ ଦୂରୀକରଣ ଓ ଚିକିତ୍ସା ଥଇଥାନ କେନ୍ଦ୍ର
- ଜିଲ୍ଲା ଔଷଧୀଗାର
- ଶବ ବ୍ୟବଚ୍ଛେଦ ଗୃହ
- ART କେନ୍ଦ୍ର HIV ରୋଗୀ ପାଇଁ
- ସ୍ଵତନ୍ତ୍ର ନବଜାତ ଯତ୍ନ କେନ୍ଦ୍ର
- ପୃଷ୍ଟି ପୁର୍ନବାସ କେନ୍ଦ୍ର
- ଟେଲି ମେଡିଶିନ୍
- ସହାୟ କେନ୍ଦ୍ର
- ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର
- ସୁରକ୍ଷା ଏବଂ ସଫେଇ ସେବା- ବେସରକାରୀ ସଂସ୍ଥା ମାଧ୍ୟମରେ
- ଓଡିଶା ରାଜ୍ୟ ସେବା ପାଣ୍ଠି
- ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା
- ରୋଗୀ ସମ୍ପର୍କୀୟ ଆଶ୍ରୟ ସ୍ଥଳ
- 24×7 ଘଣ୍ଟିଆ ଜଳ ଓ ବିଦୁଯଥ ସେବା
- 06 ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ
- ମାଗଣା ଔଷଧ ବିତରଣ କେନ୍ଦ୍ର (ନିରାମୟ)
- କାୟାକଳ୍ପ ପୁରସ୍କୃତ-ସର୍ବଭାରତୀୟସ୍ତରରେ ପରିଷ୍କାର ପରିଛନ୍ନାତ କ୍ଷେତ୍ରରେ 2015-16 ପ୍ରଥମ ସ୍ଥାନ ଅଧିକାରୀ କରିଥବା ସଂସ୍ଥା
- ଏନ୍.କ୍ୟୁ.ଏ.ଏସ୍ (NQAS) ସ୍ବୀକୃତୀ ପ୍ରାପ୍ତ ହସ୍ପିଟାଲ୍ ।
ନୁତନ ଯୋଜନା
- ସୂଲଭ ଶୌଚାଳୟ
- କ୍ୟାଣ୍ଟିନ୍ ସୁବିଧା
- ଡିଜିଟାଲ୍ ଏକ୍ସରେ ସୁବିଧା
- ଏଟିଏମ ସେବା
- ନିଦାନ- ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାନୁୟାରୀ 01-2018 ମସିହାରୁ ସମସ୍ତ ପ୍ରକାର ପରୀକ୍ଷଣ ନିଶ୍କୁଳ କରାଯାଇଛି ।