ପରବ କୋରାପୁଟ |
ନଭେମ୍ବର ୧୬ ରୁ ୧୮ |
ଜାଗର ମେଳା (ମହାଶିବରାତ୍ରି) |
ଗୁପ୍ତେଶ୍ୱର,ସମସ୍ତ ଶେବପୀଠ(ଫେବୃୟାରୀ-ମାର୍ଚ୍ଚ) |
ରଥ ଯାତ୍ରା ଔ ବାହୁଡା ଯାତ୍ରା |
ଜିଲ୍ଲାର ବିଭିନ୍ନ ସ୍ଥାନରେ (ଜୁନ୍ – ଜୁଲାଇ) |
ବାଲିଯାତ୍ରା |
ଜୟପୁର,ବୋରିଗୁମ୍ମା, କୋଟପାଡ, ବେପାରିଗୁଡା (ଫେବୃୟାରୀ-ମାର୍ଚ୍ଚ) |
ଦୋଳ ପୁର୍ଣ୍ଣୀମା |
ନନ୍ଦପୁର,ଜୟପୁର୍, ବୋରିଗୁମ୍ମା (ମାର୍ଚ୍ଚ – ଏପ୍ରିଲ) |
ମୁତ୍ତ୍ୟାଲୁମ୍ମା ଯାତ୍ରା |
କୋରାପୁଟ (ଏପ୍ରିଲ-ମେ, ୯ଦିନ) |
ବାଟମଙ୍ଗଳା ଯାତ୍ରା |
କୋରାପୁଟ (ମାର୍ଚ୍ଚ- ଏପ୍ରିଲ, ୯ଦିନ) |
ନୀଳାବାଡି ଯାତ୍ରା |
ନୀଳାବାଡି ଯାତ୍ରା ନାରାୟଣ ପାଟଣା (ଜାନୁୟାରୀ-ଫେବୃୟାରୀ) |
ଦଶହରା (ଲାଠିଯାତ୍ରା) |
ଜୟପୁର (ସେପ୍ଟେମ୍ବର-ଅକ୍ଟୋବର) |
ଶ୍ରାବଣ ପୁର୍ଣ୍ଣିମା |
ସମଗ୍ର ଜିଲ୍ଲାରେ (ଜୁଲାଇ – ଅଗଷ୍ଟ) |
ଚୈତ୍ର ପର୍ବ |
ସମଗ୍ର ଜିଲ୍ଲାରେ (ମାର୍ଚ୍ଚ – ଏପ୍ରିଲ) |
ନୂଆ ଖାଇ |
ସମଗ୍ର ଜିଲ୍ଲାରେ (ଅଗଷ୍ଟ – ସେପ୍ଟେମ୍ବର) |