ମେଳା ଓ ମହୋତ୍ସବ

ମେଳା ଓ ମହୋତ୍ସବ
ନାମ ସ୍ଥାନ
ପରବ କୋରାପୁଟ ନଭେମ୍ବର ୧୬ ରୁ ୧୮
ଜାଗର ମେଳା (ମହାଶିବରାତ୍ରି) ଗୁପ୍ତେଶ୍ୱର,ସମସ୍ତ ଶେବପୀଠ(ଫେବୃୟାରୀ-ମାର୍ଚ୍ଚ)
ରଥ ଯାତ୍ରା ଔ ବାହୁଡା ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ (ଜୁନ୍ – ଜୁଲାଇ)
ବାଲିଯାତ୍ରା ଜୟପୁର,ବୋରିଗୁମ୍ମା, କୋଟପାଡ, ବେପାରିଗୁଡା (ଫେବୃୟାରୀ-ମାର୍ଚ୍ଚ)
ଦୋଳ ପୁର୍ଣ୍ଣୀମା ନନ୍ଦପୁର,ଜୟପୁର୍, ବୋରିଗୁମ୍ମା (ମାର୍ଚ୍ଚ – ଏପ୍ରିଲ)
ମୁତ୍ତ୍ୟାଲୁମ୍ମା ଯାତ୍ରା କୋରାପୁଟ (ଏପ୍ରିଲ-ମେ, ୯ଦିନ)
ବାଟମଙ୍ଗଳା ଯାତ୍ରା କୋରାପୁଟ (ମାର୍ଚ୍ଚ- ଏପ୍ରିଲ, ୯ଦିନ)
ନୀଳାବାଡି ଯାତ୍ରା ନୀଳାବାଡି ଯାତ୍ରା ନାରାୟଣ ପାଟଣା (ଜାନୁୟାରୀ-ଫେବୃୟାରୀ)
ଦଶହରା (ଲାଠିଯାତ୍ରା) ଜୟପୁର (ସେପ୍ଟେମ୍ବର-ଅକ୍ଟୋବର)
ଶ୍ରାବଣ ପୁର୍ଣ୍ଣିମା ସମଗ୍ର ଜିଲ୍ଲାରେ (ଜୁଲାଇ – ଅଗଷ୍ଟ)
ଚୈତ୍ର ପର୍ବ ସମଗ୍ର ଜିଲ୍ଲାରେ (ମାର୍ଚ୍ଚ – ଏପ୍ରିଲ)
ନୂଆ ଖାଇ ସମଗ୍ର ଜିଲ୍ଲାରେ (ଅଗଷ୍ଟ – ସେପ୍ଟେମ୍ବର)