ପସନ୍ଦ ସ୍ଥାନ

କୋରାପୁଟ ଜିଲ୍ଲାର ଚିହ୍ନଟ ହୋଇଥିବା ପର୍ଯ୍ୟଟନ ସ୍ଥଳ
ପର୍ଯ୍ୟଟନ ସ୍ଥଳର ନାମ ଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି) ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି) ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍) ବିଶେଷତ୍ୱ
କୋରାପୁଟ 0 ୫୦୩ ରେଲ୍ /ବସ୍ ସେବା ଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା
ସୁନାବେଡା ୧୮ ୫୨୧ ବସ୍ ସେବା ଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା
ସୁବାଇ ୩୫ ୫୩୮ ବସ୍ ସେବା ଜୈନ କିର୍ତ୍ତି ଓ ମନ୍ଦିର
ବାଗ୍ରା(କୋଲାବ) ୨୫ ୫୨୮ ବସ୍ ସେବା ଦର୍ଶନୀୟ ସ୍ଥାନ, ଜଳପ୍ରପାତ
ଗୁପ୍ତେଶ୍ୱର ୮୦ ୫୮୩ ବସ୍ ସେବା ଗୁପ୍ତେଶ୍ୱର ପୀଠ, ଗୁମ୍ଫା
ଜଲାପୁଟ ୭୭ ୫୮୦ ବସ୍ ସେବା ଜଳ ଭଣ୍ଡାର ଓ ଦର୍ଶନୀୟ ସ୍ଥାନ
ନନ୍ଦପୁର ୪୫ ୫୪୮ ବସ୍ ସେବା ଐତିହାସିକ ସ୍ଥାନ
ଡୁଡୁମା(ମାଛକୁଣ୍ଡ) ୮୦ ୫୮୩ ବସ୍ ସେବା ଜଳ ପ୍ରପାତ, ଜଳ ବିଦ୍ୟୁତ ପ୍ରକଳ୍ପ
ଦେଓମାଳୀ ୬୦ ୫୬୩ ବସ୍ ସେବା ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ, ପ୍ରାକୃତିକ ସୌନ୍ଦର୍ଯ୍ୟ
କେଚେଲା ୭୧ ୫୭୪ ବସ୍ ସେବା ଜୈନ କିର୍ତ୍ତି
ବାଲଡା ଗୁମ୍ଫା ୬୨ ୫୬୫ ବସ୍ ସେବା ନାଗେଶ୍ୱରୀ ଦେବୀଙ୍କ ଗୁମ୍ଫା, ପରିବେଶ ପର୍ଯ୍ୟଟନ
ରାଜା ଗୁମ୍ଫା ୯୦ ୫୯୩ ବସ୍ ସେବା ବାଲ୍ମୀକି ଆଶ୍ରମ ଓ ରାଜା ଗୁମ୍ଫା
ଗୁଲମୀ ୧୦୦ ୬୦୩ ବସ୍ ସେବା ପ୍ରାକୃତିକ ସୌନ୍ଦର୍ଯ୍ୟ

 

କୋରାପୂଟ ଜିଲ୍ଲାର ଚିହ୍ନିତ ହୋଇ ନଥିବା ପର୍ଯ୍ୟଟନ ସ୍ଥଳି
ପର୍ଯ୍ୟଟନ ସ୍ଥଳର ନାମ ଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି) ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି) ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍) ବିଶେଷତ୍ୱ
ଡୁମୁରିପୁଟ ୧୨ ୫୧୫ ରେଲ/ବସ୍ ସେବା ଓଡିଶାର ୨ୟ ଉଚ୍ଚତମ ହନୁମାନ ମୁର୍ତ୍ତି, ରାମ ମନ୍ଦିର
କୋଲାବ ୨୦ ୫୨୩ ବସ୍ ସେବା ଜଳ ଭଣ୍ଡାର , ବଣଭୋଜି ସ୍ଥାନ
ନାରାୟଣପାଟଣା ୮୦ ୫୮୩ ବସ୍ ସେବା ଐତିହାସିକ ସ୍ଥାନ, ପ୍ରାକୃତିକ ସୌନ୍ଦର୍ଯ୍ୟ
ଦାମନଯୋଡି ୩୪ ୫୩୭ ରେଲ/ବସ୍ ସେବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଖଣିଜ ସମ୍ପଦ, କଣ୍ଟାବାଉଁଶୁଣୀ ଠାକୁରାଣୀ ମନ୍ଦିର, ହନୁମାନ ମନ୍ଦିର
ରାଣୀଗୁଡା ୧୮ ୫୨୧ ବସ୍ ସେବା ବଣଭୋଜି ସ୍ଥଳ
ମାଳିଗୁଡା ୪୩ ୫୪୬ ବସ୍ ସେବା ସର୍ବୋଚ୍ଚ ରେଳ ସୁଡଙ୍ଗ
ରାଇସିଲି ୬୦ ୫୬୩ ବସ୍ ସେବା ବଣଭୋଜି, ପ୍ରାକୃତିକ ସୌନ୍ଦର୍ଯ୍ୟ
ଜୟପୁର ୨୨ ୫୨୫ ରେଲ/ବସ୍ ସେବା ବ୍ୟବସାୟ କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ
ଅନକାଡେଲି ୯୦ ୫୯୩ ବସ୍ ସେବା ବ୍ୟବସାୟ କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ
କାଂସପାବାଲି ୧୨ ୫୧୫ ବସ୍ ସେବା କୋଲାବ ଜଳଭଣ୍ଡାର ମଧ୍ୟରେ ଦ୍ୱୀପ
ବିରଖମ୍ବ ପୀଠ ୫୦ ୫୫୩ ବସ୍ ସେବା ବୈପାରିଗୁଡା ଗ୍ରାମଦେବତା ମନ୍ଦିର
ଚିଙ୍ଗୁଡି ଦର ଓ ରଙ୍ଗପାଣି ନାଳ ୪୬ ୫୪୯ ବସ୍ ସେବା ଜଳପ୍ରପାତ
ରାମଗିରି ୬୪ ୫୬୭ ବସ୍ ସେବା ପୌରାଣିକ ସ୍ଥାନ (କାଳିଦାସଙ୍କ ମେଘଦୂତରେ ବର୍ଣ୍ଣିତ)
ବାଦୁଡିପାହାଡ ୭୦ ୫୭୩ ବସ୍ ସେବା ପ୍ରାକୃତିକ ସୌନ୍ଦର୍ଯ୍ୟ
ଟିକିରାଗଡ ୬୭ ୫୭୦ ବସ୍ ସେବା ପୂରାତନ ଦୁର୍ଗ (ଭଗ୍ନାଂଶ)
ଧବଳେଶ୍ୱର, ଯୋଗେଶ୍ୱର, ପାତାଳେଶ୍ୱର ୭୧ ୫୭୪ ବସ୍ ସେବା ଶୈବ ପୀଠ
ଭୈରବ ସିଂ ପୁର ୬୦ ୫୬୩ ବସ୍ ସେବା ମା ଭଣ୍ଡାରଘରଣୀ ମନ୍ଦିର, ଜୈନ ପୀଠ
ରାଣୀ ଡୁଡୁମା ୪୬ ୫୪୯ ବସ୍ ସେବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ
ପଖଝୋଲା ୪୦ ୫୪୩ ବସ୍ ସେବା ପ୍ରାକୃତିକ ସୌନ୍ଦର୍ଯ୍ୟ
ମୁରାନ୍ ନଦୀବନ୍ଧ ୬୦ ୫୬୩ ବସ୍ ସେବା ଜଳଭଣ୍ଡାର
ଦୋରାଗୁଡା ୬୪ ୫୬୭ ବସ୍ ସେବା ଜୈନ ପୀଠ
ଚନ୍ଦନମାଳି ପାଟଦେବୀ ଗୁମ୍ଫା ୪୯ ୫୫୨ ବସ୍ ସେବା ଐତିହାସିକ ସ୍ଥଳ
ଲୁଗୁମ ଗୁମ୍ଫା ୭୦ ୫୭୩ ବସ୍ ସେବା ଐତିହାସିକ ସ୍ଥଳ
ହାତି ବାରି ୬୫ ୫୬୮ ବସ୍ ଗୁମ୍ଫା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ
ତେନ୍ତୁଲିଗୁମ୍ମା ୧୦୦ ୬୦୩ ବସ୍ ସେବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ
ପେଦାପାଡୁ ୯୦ ୫୯୩ ବସ୍ ସେବା ପବିତ୍ର ଗୁମ୍ଫା,ପ୍ରାକୃତିକ ସୌନ୍ଦର୍ଯ୍ୟ
ଜାଲମୁଣ୍ଡା ୧୦ ୫୧୩ ବସ୍ ସେବା ଜଳପ୍ରପାତ
ରାଥିବାଲି (ଗାଲିଗାବଡର୍) ୫୮ ୫୬୧ ବସ୍ ସେବା ଜଳପ୍ରପାତ
ଦୁଧାରି ୪୦ ୫୪୩ ବସ୍ ସେବା ବଣଭୋଜି,ପ୍ରାକୃତିକ ସୌନ୍ଦର୍ଯ୍ୟ
ସତି ଜଳପ୍ରପାତ ୨୦ ୫୨୩ ବସ୍ ସେବା ଜଳପ୍ରପାତ
ଚମ୍ପି ଜଳପ୍ରପାତ ୫୪ ୫୫୭ ବସ୍ ସେବା ଜଳପ୍ରପାତ
କୁଟୁଣିପଦର ୫୫ ୫୫୮ ବସ୍ ସେବା ବୈଷ୍ଣବ ଓ ଶକ୍ତି ମୂର୍ତ୍ତି ସହ ଶୈବପୀଠ