ପସନ୍ଦ ସ୍ଥାନ
ପର୍ଯ୍ୟଟନ ସ୍ଥଳର ନାମ | ଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି) | ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି) | ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍) | ବିଶେଷତ୍ୱ |
---|---|---|---|---|
କୋରାପୁଟ | 0 | ୫୦୩ | ରେଲ୍ /ବସ୍ ସେବା | ଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା |
ସୁନାବେଡା | ୧୮ | ୫୨୧ | ବସ୍ ସେବା | ଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା |
ସୁବାଇ | ୩୫ | ୫୩୮ | ବସ୍ ସେବା | ଜୈନ କିର୍ତ୍ତି ଓ ମନ୍ଦିର |
ବାଗ୍ରା(କୋଲାବ) | ୨୫ | ୫୨୮ | ବସ୍ ସେବା | ଦର୍ଶନୀୟ ସ୍ଥାନ, ଜଳପ୍ରପାତ |
ଗୁପ୍ତେଶ୍ୱର | ୮୦ | ୫୮୩ | ବସ୍ ସେବା | ଗୁପ୍ତେଶ୍ୱର ପୀଠ, ଗୁମ୍ଫା |
ଜଲାପୁଟ | ୭୭ | ୫୮୦ | ବସ୍ ସେବା | ଜଳ ଭଣ୍ଡାର ଓ ଦର୍ଶନୀୟ ସ୍ଥାନ |
ନନ୍ଦପୁର | ୪୫ | ୫୪୮ | ବସ୍ ସେବା | ଐତିହାସିକ ସ୍ଥାନ |
ଡୁଡୁମା(ମାଛକୁଣ୍ଡ) | ୮୦ | ୫୮୩ | ବସ୍ ସେବା | ଜଳ ପ୍ରପାତ, ଜଳ ବିଦ୍ୟୁତ ପ୍ରକଳ୍ପ |
ଦେଓମାଳୀ | ୬୦ | ୫୬୩ | ବସ୍ ସେବା | ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ, ପ୍ରାକୃତିକ ସୌନ୍ଦର୍ଯ୍ୟ |
କେଚେଲା | ୭୧ | ୫୭୪ | ବସ୍ ସେବା | ଜୈନ କିର୍ତ୍ତି |
ବାଲଡା ଗୁମ୍ଫା | ୬୨ | ୫୬୫ | ବସ୍ ସେବା | ନାଗେଶ୍ୱରୀ ଦେବୀଙ୍କ ଗୁମ୍ଫା, ପରିବେଶ ପର୍ଯ୍ୟଟନ |
ରାଜା ଗୁମ୍ଫା | ୯୦ | ୫୯୩ | ବସ୍ ସେବା | ବାଲ୍ମୀକି ଆଶ୍ରମ ଓ ରାଜା ଗୁମ୍ଫା |
ଗୁଲମୀ | ୧୦୦ | ୬୦୩ | ବସ୍ ସେବା | ପ୍ରାକୃତିକ ସୌନ୍ଦର୍ଯ୍ୟ |
ପର୍ଯ୍ୟଟନ ସ୍ଥଳର ନାମ | ଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି) | ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି) | ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍) | ବିଶେଷତ୍ୱ |
---|---|---|---|---|
ଡୁମୁରିପୁଟ | ୧୨ | ୫୧୫ | ରେଲ/ବସ୍ ସେବା | ଓଡିଶାର ୨ୟ ଉଚ୍ଚତମ ହନୁମାନ ମୁର୍ତ୍ତି, ରାମ ମନ୍ଦିର |
କୋଲାବ | ୨୦ | ୫୨୩ | ବସ୍ ସେବା | ଜଳ ଭଣ୍ଡାର , ବଣଭୋଜି ସ୍ଥାନ |
ନାରାୟଣପାଟଣା | ୮୦ | ୫୮୩ | ବସ୍ ସେବା | ଐତିହାସିକ ସ୍ଥାନ, ପ୍ରାକୃତିକ ସୌନ୍ଦର୍ଯ୍ୟ |
ଦାମନଯୋଡି | ୩୪ | ୫୩୭ | ରେଲ/ବସ୍ ସେବା | ପ୍ରାକୃତିକ ସୌନ୍ଦର୍ଯ୍ୟ, ଖଣିଜ ସମ୍ପଦ, କଣ୍ଟାବାଉଁଶୁଣୀ ଠାକୁରାଣୀ ମନ୍ଦିର, ହନୁମାନ ମନ୍ଦିର |
ରାଣୀଗୁଡା | ୧୮ | ୫୨୧ | ବସ୍ ସେବା | ବଣଭୋଜି ସ୍ଥଳ |
ମାଳିଗୁଡା | ୪୩ | ୫୪୬ | ବସ୍ ସେବା | ସର୍ବୋଚ୍ଚ ରେଳ ସୁଡଙ୍ଗ |
ରାଇସିଲି | ୬୦ | ୫୬୩ | ବସ୍ ସେବା | ବଣଭୋଜି, ପ୍ରାକୃତିକ ସୌନ୍ଦର୍ଯ୍ୟ |
ଜୟପୁର | ୨୨ | ୫୨୫ | ରେଲ/ବସ୍ ସେବା | ବ୍ୟବସାୟ କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ |
ଅନକାଡେଲି | ୯୦ | ୫୯୩ | ବସ୍ ସେବା | ବ୍ୟବସାୟ କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ |
କାଂସପାବାଲି | ୧୨ | ୫୧୫ | ବସ୍ ସେବା | କୋଲାବ ଜଳଭଣ୍ଡାର ମଧ୍ୟରେ ଦ୍ୱୀପ |
ବିରଖମ୍ବ ପୀଠ | ୫୦ | ୫୫୩ | ବସ୍ ସେବା | ବୈପାରିଗୁଡା ଗ୍ରାମଦେବତା ମନ୍ଦିର |
ଚିଙ୍ଗୁଡି ଦର ଓ ରଙ୍ଗପାଣି ନାଳ | ୪୬ | ୫୪୯ | ବସ୍ ସେବା | ଜଳପ୍ରପାତ |
ରାମଗିରି | ୬୪ | ୫୬୭ | ବସ୍ ସେବା | ପୌରାଣିକ ସ୍ଥାନ (କାଳିଦାସଙ୍କ ମେଘଦୂତରେ ବର୍ଣ୍ଣିତ) |
ବାଦୁଡିପାହାଡ | ୭୦ | ୫୭୩ | ବସ୍ ସେବା | ପ୍ରାକୃତିକ ସୌନ୍ଦର୍ଯ୍ୟ |
ଟିକିରାଗଡ | ୬୭ | ୫୭୦ | ବସ୍ ସେବା | ପୂରାତନ ଦୁର୍ଗ (ଭଗ୍ନାଂଶ) |
ଧବଳେଶ୍ୱର, ଯୋଗେଶ୍ୱର, ପାତାଳେଶ୍ୱର | ୭୧ | ୫୭୪ | ବସ୍ ସେବା | ଶୈବ ପୀଠ |
ଭୈରବ ସିଂ ପୁର | ୬୦ | ୫୬୩ | ବସ୍ ସେବା | ମା ଭଣ୍ଡାରଘରଣୀ ମନ୍ଦିର, ଜୈନ ପୀଠ |
ରାଣୀ ଡୁଡୁମା | ୪୬ | ୫୪୯ | ବସ୍ ସେବା | ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ |
ପଖଝୋଲା | ୪୦ | ୫୪୩ | ବସ୍ ସେବା | ପ୍ରାକୃତିକ ସୌନ୍ଦର୍ଯ୍ୟ |
ମୁରାନ୍ ନଦୀବନ୍ଧ | ୬୦ | ୫୬୩ | ବସ୍ ସେବା | ଜଳଭଣ୍ଡାର |
ଦୋରାଗୁଡା | ୬୪ | ୫୬୭ | ବସ୍ ସେବା | ଜୈନ ପୀଠ |
ଚନ୍ଦନମାଳି ପାଟଦେବୀ ଗୁମ୍ଫା | ୪୯ | ୫୫୨ | ବସ୍ ସେବା | ଐତିହାସିକ ସ୍ଥଳ |
ଲୁଗୁମ ଗୁମ୍ଫା | ୭୦ | ୫୭୩ | ବସ୍ ସେବା | ଐତିହାସିକ ସ୍ଥଳ |
ହାତି ବାରି | ୬୫ | ୫୬୮ | ବସ୍ | ଗୁମ୍ଫା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ |
ତେନ୍ତୁଲିଗୁମ୍ମା | ୧୦୦ | ୬୦୩ | ବସ୍ ସେବା | ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ |
ପେଦାପାଡୁ | ୯୦ | ୫୯୩ | ବସ୍ ସେବା | ପବିତ୍ର ଗୁମ୍ଫା,ପ୍ରାକୃତିକ ସୌନ୍ଦର୍ଯ୍ୟ |
ଜାଲମୁଣ୍ଡା | ୧୦ | ୫୧୩ | ବସ୍ ସେବା | ଜଳପ୍ରପାତ |
ରାଥିବାଲି (ଗାଲିଗାବଡର୍) | ୫୮ | ୫୬୧ | ବସ୍ ସେବା | ଜଳପ୍ରପାତ |
ଦୁଧାରି | ୪୦ | ୫୪୩ | ବସ୍ ସେବା | ବଣଭୋଜି,ପ୍ରାକୃତିକ ସୌନ୍ଦର୍ଯ୍ୟ |
ସତି ଜଳପ୍ରପାତ | ୨୦ | ୫୨୩ | ବସ୍ ସେବା | ଜଳପ୍ରପାତ |
ଚମ୍ପି ଜଳପ୍ରପାତ | ୫୪ | ୫୫୭ | ବସ୍ ସେବା | ଜଳପ୍ରପାତ |
କୁଟୁଣିପଦର | ୫୫ | ୫୫୮ | ବସ୍ ସେବା | ବୈଷ୍ଣବ ଓ ଶକ୍ତି ମୂର୍ତ୍ତି ସହ ଶୈବପୀଠ |