ବନ୍ଦ କରନ୍ତୁ

ପର୍ଯ୍ୟଟନ ସ୍ଥଳ

ଫିଲଟର:
ଡୁମୁରିପୁଟ
ଡୁମୁରିପୁଟ

କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ | ଏଠାରେ ଥିବା ଶ୍ରୀରାମ ମନ୍ଦିର ସମ୍ମୁଖରେ ଆଣ୍ଠେଇବା ମୁଦ୍ରାରେ ଥିବା ଓଡିଶାର ସର୍ବୋଚ୍ଚ ହନୁମାନ ମୁର୍ତ୍ତି…

ଦାମନଯୋଡି
କଣ୍ଟାବାଉଁସୁଣୀ ଦାମନଯୋଡି

ଏସିଆ ମହାଦେଶର ବୃହତ୍ ଆଲୁମିନିୟମ୍ କମ୍ପାନୀ ଏଠାରେ ଅବସ୍ଥିତ | ଏହା ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଦେଓମାଳି ନିକଟରେ ଥିବା ପଞ୍ଚପଟମାଳି ପର୍ବତ ଉପତ୍ୟକାରେ ଗଢି…

ଜୟପୁର
ଜୟପୁର

ଇତିହାସ ପ୍ରସିଦ୍ଧ ରାଜ ପରିବାରଙ୍କ ବାସସ୍ଥଳ ଓ ରାଜଧାନୀ ଜୟପୁର ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ସୁଦୃଶ୍ୟ ନଗର ଓ ବ୍ୟବସାୟ କେନ୍ଦ୍ର | ଏଠାରେ…

ସୁବାଇ
ସୁବାଇ

ସୁବାଇ ସୁନାବେଡା ଠାରୁ ୧୬ କିମି ଏବଂ କୋରାପୁଟ ଠାରୁ ୩୪ କିମି ଦୁରରେ କୋରାପୁଟ-ନନ୍ଦପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ପ୍ରାଚୀନ ଜୈନ ପୀଠ |…

ନନ୍ଦପୁର
ନନ୍ଦପୁର

ଜୟପୁର ରାଜ୍ୟର ପୁରାତନ ରାଜଧାନୀ ଭାବେ ପରିଚିତ ନନ୍ଦପୁର ବତ୍ରିଶ ସିଂହାସନ ପାଇଁ ବିଖ୍ୟାତ | ଏଠାରେ ୩୨ଟି ପାହାଚ କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ସୁରକ୍ଷିତ…

ଅନକାଡେଲି
ଅନକାଡେଲି

ଡୁଡୁମା ଜଳପ୍ରପାତ ଠାରୁ ୩ କିମି ଦୁରରେ ଅବସ୍ଥିତ ଏକ ଛୋଟ ଗ୍ରାମ | ଏଠାରେ ପ୍ରତି ଗୁରୁବାରଦିନ ହେଉଥିବା ସାପ୍ତାହିକ ହାଟକୁ ଆଦିମ ଜନଜାତି ସମ୍ପ୍ରଦାୟର…

ଆଦିବାସୀ ସଂଗ୍ରହାଳୟ,
ଆଦିବାସୀ ସଂଗ୍ରହାଳୟ, କୋରାପୁଟ

ଏହି ସଂଗ୍ରହାଳୟଟି ଜଗନ୍ନାଥ ମନ୍ଦିରର ପଛପାଖରେ ଅବସ୍ଥିତ | ଏଥିରେ ସଂଗୃହିତ ହୋଇ ରହିଛି – ଏ ଅଞ୍ଚଳରେ ମିଳୁଥିବା ନାନାବିଧ ଖଣିଜ ପଥର, ଆଦିବାସୀମାନଙ୍କ ବ୍ୟବହୃତ…

ରାଜା ଗୁମ୍ଫା ଓ _ବାଲ୍ମୀକି ଆଶ୍ରମ
ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମ

କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ |ଏହା ମାଛକୁଣ୍ଡ ନଦୀ କୁଳରେ ଆନ୍ଧ୍ର ଓଡିଶା…

ବାଲଡା_ଗୁମ୍ଫା
ବାଲଡା ଗୁମ୍ଫା

ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ସ୍ଥାନ | ଏହି ଗୁମ୍ଫାଟି ଯେଉଁ ପାହାଡ ଉଅପରେ ଅବସ୍ଥିତ,…

ଆଦିବାସୀ ଉତ୍ସବ
ପରବ, କୋରାପୁଟ

ପ୍ରତିବର୍ଷ ଜିଲ୍ଲା ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ଅଦିବାସୀ ଉତ୍ସବ ପରବ ନାମରେ ପରିଚିତ | ଏହା କୋରାପୁଟ ଜିଲ୍ଲାରେ ପାଳିତ…