କାର୍ଯ୍ୟସୂଚୀ ଓ ପରିକଳ୍ପନାର ବିଶଦ ବିବରଣୀ

ପରିକଳ୍ପନାର ନାମ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା.

ପରିକଳ୍ପନାର ବିଶଦ ବିବରଣୀ : “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରାଜ୍ୟର ଗରିବ ଓ ବଞ୍ଚିତ ବରିଷ୍ଟ ନାଗରିକମାନଙ୍କ ପାଇଁ ଏକ୍ ଅପୁର୍ବ ସୁଯୋଗ ଯାହାଦ୍ୱାରା ସେମାନେ ତାଙ୍କର ବହୁ ଆକାଂକ୍ଷିତ ତୀର୍ଥ ଦର୍ଶନ ଇଚ୍ଛାକୁ ପୁରଣ କରିପାରିବେ |

ଆବେଦନ କରିବା ନିୟମାବଳୀ : ଆବେଦନ କରିବାପାଇଁ ଆବଶ୍ୟକ ଫର୍ମ ଗୁଡିକ ପ୍ରତ୍ୟେକ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲାର ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପଲବ୍ଧ |

କାହା ସହିତ ଯୋଗାଜୋଗ କରିବେ : ଇଚ୍ଛୁକ ବରିଷ୍ଠ ତୀର୍ଥଯାତ୍ରୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ନିକଟସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସହିତ ଯୋଗାଜୋଗ କରି ପାରିବେ |

କୋରାପୁଟ ଠାରୁ ପ୍ରମୁଖ ସ୍ଥାନର ଦୁରତା
ସ୍ଥାନ ଦୁରତା(କିମି)
ଭୁବନେଶ୍ୱର ୫୦୩
ନନ୍ଦପୁର ୪୫
ଗୁପ୍ତେଶ୍ୱର ୮୦
ରାୟପୁର ୪୦୦
 ଡୁଡୁମା ୮୮
ସୁବାଇ ୩୪
ଜଗଦଳପୁର ୧୧୫
 ଜଲାପୁଟ ୭୭
 ଅନକାଡେଲି ୯୧
ବିଷାଖାପାଟଣା ୨୦୨
ମାଳିଗୁଡା ୨୫
 ବ୍ରହ୍ମପୁର ୩୨୦
ବିଜୟନଗରମ୍ ୧୫୦
 ନିଳାବାଡି ୧୦୦
 ନବରଙ୍ଗପୁର୍ ୬୬
ଭଦ୍ରାଚଳମ୍ ୩୧୦
ମାଲକାନଗିରି ୧୨୭
 ମୁଦୁଲିପଡା ୯୮
ସୁନାବେଡା ୧୮
ରାୟଗଡା ୧୦୯
ସମ୍ବଲପୁର ୪୨୯
ଜୟପୁର ୨୨
 ଟିଟିଲାଗଡ ୩୫୫