କାର୍ଯ୍ୟସୂଚୀ ଓ ପରିକଳ୍ପନାର ବିଶଦ ବିବରଣୀ
ପରିକଳ୍ପନାର ନାମ
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା.
ପରିକଳ୍ପନାର ବିଶଦ ବିବରଣୀ : “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରାଜ୍ୟର ଗରିବ ଓ ବଞ୍ଚିତ ବରିଷ୍ଟ ନାଗରିକମାନଙ୍କ ପାଇଁ ଏକ୍ ଅପୁର୍ବ ସୁଯୋଗ ଯାହାଦ୍ୱାରା ସେମାନେ ତାଙ୍କର ବହୁ ଆକାଂକ୍ଷିତ ତୀର୍ଥ ଦର୍ଶନ ଇଚ୍ଛାକୁ ପୁରଣ କରିପାରିବେ |
ଆବେଦନ କରିବା ନିୟମାବଳୀ : ଆବେଦନ କରିବାପାଇଁ ଆବଶ୍ୟକ ଫର୍ମ ଗୁଡିକ ପ୍ରତ୍ୟେକ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲାର ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପଲବ୍ଧ |
କାହା ସହିତ ଯୋଗାଜୋଗ କରିବେ : ଇଚ୍ଛୁକ ବରିଷ୍ଠ ତୀର୍ଥଯାତ୍ରୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ନିକଟସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସହିତ ଯୋଗାଜୋଗ କରି ପାରିବେ |
ସ୍ଥାନ | ଦୁରତା(କିମି) |
---|---|
ଭୁବନେଶ୍ୱର | ୫୦୩ |
ନନ୍ଦପୁର | ୪୫ |
ଗୁପ୍ତେଶ୍ୱର | ୮୦ |
ରାୟପୁର | ୪୦୦ |
ଡୁଡୁମା | ୮୮ |
ସୁବାଇ | ୩୪ |
ଜଗଦଳପୁର | ୧୧୫ |
ଜଲାପୁଟ | ୭୭ |
ଅନକାଡେଲି | ୯୧ |
ବିଷାଖାପାଟଣା | ୨୦୨ |
ମାଳିଗୁଡା | ୨୫ |
ବ୍ରହ୍ମପୁର | ୩୨୦ |
ବିଜୟନଗରମ୍ | ୧୫୦ |
ନିଳାବାଡି | ୧୦୦ |
ନବରଙ୍ଗପୁର୍ | ୬୬ |
ଭଦ୍ରାଚଳମ୍ | ୩୧୦ |
ମାଲକାନଗିରି | ୧୨୭ |
ମୁଦୁଲିପଡା | ୯୮ |
ସୁନାବେଡା | ୧୮ |
ରାୟଗଡା | ୧୦୯ |
ସମ୍ବଲପୁର | ୪୨୯ |
ଜୟପୁର | ୨୨ |
ଟିଟିଲାଗଡ | ୩୫୫ |