ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା
ନାମ | ସଂଖ୍ୟା |
---|---|
ମୋଟ ଜନସଂଖ୍ୟା | ୧୩୭୯୬୪୭ |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ | କୋରାପୁଟ |
ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ | ଜୟପୁର |
ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର | ୧୬ |
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର | ୪୯ |
ଉପ ସ୍ୱାସ୍ଥ୍ୟ କେନ୍ଦ୍ର | ୩୦୭ |
ଅନ୍ୟାନ୍ୟ ଡାକ୍ତରଖାନା/ ଚିକିତ୍ସାଳୟ | ୦୪, ଓ ବି ସ ପୁ, ପୁ, ଭା ଆ ବା କାରାଗାର, କୋଲାବ |
ପ୍ରକଳ୍ପ ଚିକିତ୍ସାଳୟ | ୦୨ |
ମୋଟ ଶଯ୍ୟା | ୫୦୧ |
ମୋଟ ଡାକ୍ତର ସଂଖ୍ୟା | ୨୫୦ ମଧ୍ୟରୁ୧୪୬ |
ମୋଟ ଆଶା ସଂଖ୍ୟା | ୨୫୫୧/୨୫୮୪ |
ମୋଟ ଗାଁ କଲ୍ୟାଣ ସମିତି ସଂଖ୍ୟା | ୧୭୨୮/୧୯୨୨ |
ରାଜସ୍ୱ ଗ୍ରାମ | ୧୯୨୨ |
ସ୍ୱାସ୍ଥ୍ୟ ସେକଟର | ୫୬ |