ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା

ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା
ନାମ ସଂଖ୍ୟା
ମୋଟ ଜନସଂଖ୍ୟା ୧୩୭୯୬୪୭
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟ
ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଜୟପୁର
ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ୧୬
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୪୯
ଉପ ସ୍ୱାସ୍ଥ୍ୟ କେନ୍ଦ୍ର ୩୦୭
ଅନ୍ୟାନ୍ୟ ଡାକ୍ତରଖାନା/ ଚିକିତ୍ସାଳୟ ୦୪, ଓ ବି ସ ପୁ, ପୁ, ଭା ଆ ବା କାରାଗାର, କୋଲାବ
ପ୍ରକଳ୍ପ ଚିକିତ୍ସାଳୟ ୦୨
ମୋଟ ଶଯ୍ୟା ୫୦୧
ମୋଟ ଡାକ୍ତର ସଂଖ୍ୟା ୨୫୦ ମଧ୍ୟରୁ୧୪୬
ମୋଟ ଆଶା ସଂଖ୍ୟା ୨୫୫୧/୨୫୮୪
ମୋଟ ଗାଁ କଲ୍ୟାଣ ସମିତି ସଂଖ୍ୟା ୧୭୨୮/୧୯୨୨
ରାଜସ୍ୱ ଗ୍ରାମ ୧୯୨୨
ସ୍ୱାସ୍ଥ୍ୟ ସେକଟର ୫୬