ବନ୍ଦ କରନ୍ତୁ

ଜିଲ୍ଲା ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଜୟପୁର

ଆନୁଷ୍ଠାନିକ ମୂଖ୍ୟ- ଅଧ୍ୟକ୍ଷ
ମୋବାଇଲ ନଂ -9439990531
ଇ-ମେଲ୍ –nhm.jeypore2017@gmail.com

କାର୍ଯ୍ୟକ୍ରମ ପରିଚାଳକ – କନିଷ୍ଟ ହସପିଟାଲ ପରିଚାଳକ

ମୋବାଇଲ ନଂ -9439992970

ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ପ୍ରଦାନ ଯଥା- ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ଅସ୍ଥି ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, କର୍ଣ୍ଣ ନାଶା ଜିୱା ବିଶେଷଜ୍ଞ, ଯକ୍ଷ୍ମା ବିଶେଷଜ୍ଞ ଓ ଚର୍ମ ବିଶେଷଜ୍ଞ ମାନଙ୍କ ଦ୍ୱାରା ସେବା ପ୍ରଦାନ ।

ଉପଲବ୍ଧ ଅନ୍ୟାନ୍ୟ ସୁବିଧା ସୁଯୋଗ

  • ବର୍ହି ବିଭାଗ
  • ଅନ୍ତଃ ବିଭାଗ
  • ରକ୍ତ ଭଣ୍ଡାର
  • ଅତ୍ସୋପଚାର ଗୃହ
  • ପ୍ରସବୋତ୍ତର କେନ୍ଦ୍ର
  • ଶବ ବ୍ୟବଚ୍ଛେଦ ଗୃହ
  • ସ୍ବତନ୍ତ୍ର ନବଜାତ ଯତ୍ନ କେନ୍ଦ୍ର
  • ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର
  • ସୁରକ୍ଷା ଏବଂ ସଫେଇ ସେବା- ବେସରକାରୀ ସଂସ୍ଥା ମାଧ୍ୟମରେ
  • ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା
  • ମାଗଣା ଔଷଧ ବିତରଣ କେନ୍ଦ୍ର (ନିରାମୟ)
  • ସୂଲଭ ଶୌଚାଳୟ
  • ବିନା ମୂଲ୍ୟରେ ଖାଦ୍ୟ- ଦିନକୁ 2ଥର
  • ପରାମର୍ଶ ପ୍ରଦାନ –କିଶୋରୀ ସ୍ୱାସ୍ଥ୍ୟ, ଯୌନ ରୋଗ, ମାତୃ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
  • ଜନନୀ ଶିଶୁ ସୁର କ୍ଷା କାର୍ଯ୍ୟକ୍ରମ
  • ନିଦାନ- ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାନୁୟାରୀ 01-2018 ମସିହାରୁ ସମସ୍ତ ପ୍ରକାର ପରୀକ୍ଷଣ ନିଶ୍କୁଳ କରାଯାଇଛି ।