କିଭଳି ପହଁଞ୍ଚିବେ
ବାୟୁଯାନ
ନିକଟବର୍ତ୍ତି ଉଡାଜାହାଜ ଅବତରଣ ପଡିଆ ଜୟପୁର (ଓଡିଶା) କୋରାପୁଟଠାରୁ ୨୫ କି,ମି, ଦୁରରେ ରହିଛି ଏବଂ ବିମାନ ବନ୍ଦର ବିଶାଖାପାଟଣା କୋରାପୁଟଠାରୁ ୨୦୨ କି,ମି, ଦୁରରେ ରହିଛି |
ରେଲ
ରେଲଗାଡିରେ ଯାତ୍ରା କରିବା ସୁବିଧା ବିଶାଖାପାଟଣା, ଭୁବନେଶ୍ୱର ଓ କଲିକତାଠାରୁ ରହିଛି |
ରୋଡ
କୋରାପୁଟ ସହର ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି |